ବିଶ୍ବବିଦ୍ୟାଳୟର ୧୦୮୭ ପଦ ଖାଲି କିନ୍ତୁ ନାଁକୁ ନେଇ ଚିନ୍ତା
ରେଭେନ୍ସାରେ ୧୫୭ ଅଧ୍ୟାପକ ପଦ ଖାଲି କିନ୍ତୁ ବିଧାନସଭା ଠାରୁ ଆରମ୍ଭ କରି ପୁରାତନ ବିଦ୍ୟାର୍ଥୀ, ବୁଦ୍ଧିଜୀବୀ, ଛାତ୍ର ସଙ୍ଗଠନନାମକରଣକୁ ନେଇ ଉତ୍ତେଜିତ ହେଉଛନ୍ତି। ଆହୁରି ଭୟଙ୍କର […]
ରେଭେନ୍ସାରେ ୧୫୭ ଅଧ୍ୟାପକ ପଦ ଖାଲି କିନ୍ତୁ ବିଧାନସଭା ଠାରୁ ଆରମ୍ଭ କରି ପୁରାତନ ବିଦ୍ୟାର୍ଥୀ, ବୁଦ୍ଧିଜୀବୀ, ଛାତ୍ର ସଙ୍ଗଠନନାମକରଣକୁ ନେଇ ଉତ୍ତେଜିତ ହେଉଛନ୍ତି। ଆହୁରି ଭୟଙ୍କର […]
ବିଜୁଳି ବିନା ଜଳସେଚନ ଅସମ୍ଭବ। ଚାଷୀଙ୍କ ଠାରୁ ବିଜୁଳି ଟିକସ ଅର୍ଥ ଜଳସେଚନ ଟିକସ ବୋଲି କୁହାଯାଇପାରେ। ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାର ଅମ୍ଭାବୋନାରଚାଷୀ ଯେତେବେଳେ ମାତ୍ରାଧିକ
ସରକାରୀ ନିର୍ଦେଶର ଉଲ୍ଲଂଘନ କରିଛନ୍ତି ରାଜ୍ୟର ୨୩ ଖଣି। ବେଆଇନ ଭାବରେ ଖଣି ଉତ୍ତୋଳନ କରିଛନ୍ତି କିନ୍ତୁ ଧରା ପଡ଼ିବା ପରେଜରିମାନା ଦାଖଲ କରିନାହାନ୍ତି। ଏଥିସଂକ୍ରାନ୍ତରେ ସେମାନଙ୍କ
ରାଜ୍ୟରେ ସମ୍ପ୍ରସାରିତ ହେବ ୧୪୯ ଖଣି ଏବଂ କାରଖାନା। ଏଥିପାଇଁ ଅନୁମୋଦିତ ହୋଇଛି ୨୩୬୮.୫୫୩ ଏକରର ଜଙ୍ଗଲ କିସମ ଏବଂ ୪୩୮୯୯.୩୮୫ ଏକରରଘରୋଇ ଜମି। ଆଗାମୀ ଦିନରେ
ରାଜସ୍ବ ବିଭାଗର ସୂଚନା ଅନୁସାରେ, ଖଣି ଏବଂ କାରଖାନା ପାଇଁ ପ୍ରଥମ ଥର ପାଇଁ ୭ ଜିଲ୍ଲାର ଜଙ୍ଗଲ କିସମ ଜମି ପାଇଁ ବିଭାଗ ଅନୁମୋଦିତ କରି
(ଭାରତରେ ମହିଳାଙ୍କ ସ୍ଥିତି କଣ? ଏ ନେଇ ଚିତ୍ର ଛୋଟ ବେଳର ପାଠ୍ୟପୁସ୍ତକ ଠାରୁ ବିଭିନ୍ନ ବହି ଏବଂ ଲେଖାରେ ଯାହା କୁହାଯାଏ, ବୈଦିକ ଯୁଗରେ ନାରୀର
ଦେବରଞ୍ଜନ ଭାରତୀୟ ଉପମହାଦେଶରେ ଅବସ୍ଥିତ ଦେଶ ପାକିସ୍ତାନ, ବଙ୍ଗଳାଦେଶ, ବର୍ମା, ଶ୍ରୀଲଙ୍କା, ଭୁଟାନ, ନେପାଳ ଓ ଆଫାଗାନିସ୍ତାନରେ ସ୍ଵାଧୀନତା ପରେ କେବେ ମିଲିଟାରୀ କିମ୍ବା କେବେ ରାଜା
ପାଉଁଶ ପରିଚାଳନା ନିର୍ଦେଶାବଳୀର ନବୀକରଣର ଆବଶ୍ୟକତା ରହିଛି। ଏଥିସଂକ୍ରାନ୍ତରେ ଜନପ୍ରତିନିଧିଙ୍କ ପରାମର୍ଶ ଏବଂ ଆଇଆଇଏମ, ଭିସୁଟ, ଭିମସାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଶିକ୍ଷଣ ପ୍ରତିଷ୍ଠାନର ସହଯୋଗରେ ରିପୋର୍ଟ ପ୍ରସ୍ତୁତ
ହୀରାକୁଦ ଭଣ୍ଡାରରେ ବୁଡ଼ି ଯାଇଥିବା ସଭ୍ୟତାର ଅଂଶବିଶେଷ ବାଦୁଡ଼ି ଦ୍ବୀପ: ଆଜିବି ଜଳଭଣ୍ଡାର ମଝିରେ କିଭଳି ରହିଛି ଘର ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଯେତେବେଳେ ଗାଁକୁ
ଓଡ଼ିଶାରେ ମିଳୁନି ରୋଜଗାର, କେରଳରେ କାମ କରୁଛନ୍ତି ମାଣ୍ଡିପଙ୍କା ଗାଁର ୩୦୦ ପରିବାରର ୩୦୦ ସଦସ୍ୟ : ସାମାଜିକ ସଙ୍ଗଠନ ଗାସର ରିପୋର୍ଟ ଚାଉଳ ଉତ୍ପାଦନରେ ବଳକା